ରଜରେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ

ଭୁବନେଶ୍ୱର୧୪/୦୬(ଗ୍ରାଉଣ୍ଡଜିରୋ ଲାଇଭ୍) :ଓଡିଶାର ଗଣପର୍ବ ରଜ ଉପଲକ୍ଷେ ଓଡିଶାର ସୁପ୍ରିମୋ ନବୀନ୍ ପଟ୍ଟନାୟକ ସମସ୍ତ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରି ଅଭିନନ୍ଦନ ଜଣାଇଛନ୍ତି ।ସେ ଟୁଇଟ୍ ରେ ଲେଖିଛନ୍ତି ଯେ “ଓଡିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭେଛା ଓ ଶୁଭକାମନା ।ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ ଉଲ୍ଲାସ ଭରିଦେଉ ।ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି ”।

Leave a Reply

Your email address will not be published. Required fields are marked *