ଜଳୁଛି ସାରା ଓଡିଶା, ଅହୁରି ୨ ଦିନ ଲାଗି ରହିବ ତାତି

ଭୁବନେଶ୍ୱର, ୧୧/୦୬(ଗ୍ରାଇଣ୍ଡଜିରୋଲାଇଭ):
ଖରାରୁ ମିଳୁନି ମୁକ୍ତି । ସୂର୍ଯ୍ୟଙ୍କର ତାପମାତ୍ରା ବୃଦ୍ଧି ହେତୁ ଜଳୁଛି ସାରା ଓଡିଶା । ଦିନକୁ ଦିନ ତାତି ବଢିବା ସହ ଗୁଳୁଗୁଳି ମଧ୍ୟ ରାଜ୍ୟବାସୀଙ୍କ ଜିବନକୁ ଅସ୍ତ ବ୍ୟସ୍ତ କରିସାରିଲାଣି । ଆହୁରି ୨ଦିନ ଏଭଳି ପାଗ ଲାଗି ରହିବ ବୋଲି ସୂଚନା ଦେଲା ପାଣିପାଗ ବିଭାଗ । ଗତକାଲି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୪୪.୬ ଡିଗ୍ରୀ, ଭୁବନେଶ୍ୱରରେ ୩୭.୮ ଡିଗ୍ରୀ ଓ ହୀରାକୁଦରେ ସର୍ବାଧିକ ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିଲା ।

Leave a Reply

Your email address will not be published. Required fields are marked *