ଭାଇରାଲ ହେଲା ଅନନ୍ୟା ପାଣ୍ଡେଙ୍କ ସି ବିଚ୍ ଫଟୋ

ମୁମ୍ବାଇ, ଡିସେମ୍ବର 24 (ଗ୍ରାଉଣ୍ଡ ଜିରୋ ଲାଇଭ):

ସୋସିଆଲ ମିଡିଆ ଇନଷ୍ଟ୍ରାଗ୍ରାମରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ ଅନନ୍ୟା ପାଣ୍ଡେ ଫିଲ୍ମ ‘ପତି ପତ୍ନୀ ଔର ୱୋ’ରେ ନଜର ଆସିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବା ସହ ଫିଲ୍ମର ସମସ୍ତ କ୍ୟାରେକ୍ଟରଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କ ସହିତ ଭୂମି ପେଡେନକର ଓ କାର୍ତ୍ତିକ ଆୟର୍ନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅଭିନୟ ଛଡା ସେ ସୋସିଆଲ ମିଡିଆରେ ସବୁ ସମୟରେ ଆକ୍ଟିଭ ଥାନ୍ତି । ଏପରିକି ତାଙ୍କ ଫ୍ୟାନମାନଙ୍କ ପାଇଁ ସେ ସବୁବେଳେ ନୂଆ ନୂଆ ଲୁକରେ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।  ନିଜ ସାଙ୍ଗମାନଙ୍କ ସହ ବାର୍ଥଡେ ସେଲିବ୍ରେଟ୍ କରିବା ପାଇଁ ଦୁବାଇ ଯାଇ ଅନନ୍ୟା ଏକ ସି ବିଚରେ  ଅନେକ ଫଟୋ ଉଠାଇଛନ୍ତି ।

View this post on Instagram

Dubai, stay hydrated 🆒🧊 #DeeXB #Dee21

A post shared by Ananya 💛💫 (@ananyapanday) on

Leave a Reply

Your email address will not be published. Required fields are marked *