ଓଡିଶାକୁ ବିଳମ୍ବରେ ଛୁଇଁ ପାରେ ମୌସୁମୀ

ଭୁବନେଶ୍ୱର, ୧୨/୦୬(ଗ୍ରାଉଣ୍ଡଜିରୋଲାଇଭ) :
ଓଡିଶାକୁ ବିଳମ୍ବରେ ଛୁଇବ ମୌସୁମୀ । ବାତ୍ୟା ଫୋନି ଯୋଗୁଁ ବିଳମ୍ବରେ ପହଂଚି ପାରେ ମୈସୁମୀ । କେରଳ ଛୁଇଁବାର କିଛି ଦିନ ପରେ ଓଟିଶାକୁ ମୌସୁମୀ ପ୍ରବେଶ କରେ କିନ୍ତୁ ଏବର୍ଷ କେରଳକୁ ଛୁଇଁବା ପରେ ମଧ୍ୟ ଓଡିଶାକୁ ମୌସୁମୀ ଏପର୍ଯ୍ୟନ୍ତ ଛୁଇଁ ନାହିଁ । ଏପଟେ ତାପମାତ୍ରା ବୃଦ୍ଧି ପାଉଥିବା ହେତୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକମାନଙ୍କ ଜିବନକୁ ଅସ୍ତବ୍ୟସ୍ତ କରିଦେଲାଣିି । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରେକଡ କରାଯାଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ ୪୫ ଡିଗ୍ରୀ ରେକଡ କରାଯାଇଛି । ଆହୁରି ତିନିଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *