ଇତିହାସ ରଚିଲା ଟିମ ଇଣ୍ଡିଆ, ୩୧ ରନରେ ଆଡିଲେଡ ଅକ୍ତିଆର କଲା ବିରାଟ ବାହୀନି

ଆଡିଲେଡ,୧୦/୧୨(ଗ୍ରାଉଣ୍ଡଜିରୋ ଲାଇଭ):

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ବିଜୟ । ୪ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ ୩୧ ରନରେ ଜିତିବା ସହିତ ସିରିଜରେ ୧-୦ରେ ଆଗୁଆ । ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବିଜୟ ଲାଭ କରିଛି । ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୫ଟି ଟେଷ୍ଟ ମ୍ୟାଚ ଖେଳିଥିବା ଭାରତୀୟ ଦଳ ପାଇଁ ଏହା ହେଉଛି ୬ଷ୍ଠ ବିଜୟ । ଭାରତ ପକ୍ଷରୁ ବୁମରାହ, ଅଶ୍ୱିନ, ସାମି ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ  ଇଶାନ୍ତ ଶର୍ମା ୧ଟି ୱିକେଟ ନେଇଛନ୍ତି । ପ୍ରଥମ ଇନିଂସରେ ଶତକୀୟ ପାଳି ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଚେତେଶ୍ୱର ପୂଜାରା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । 

ମ୍ୟାଚରେ ଭାରତୀୟ ୱିକେଟ କିପର ରିଷଭ ପନ୍ତ କମାଲ କରିଛନ୍ତି । ଗୋଟିଏ ଟେଷ୍ଟରେ ୧୧ଟି କ୍ୟାଚ ଧରି ରେକର୍ଡ଼ କଲେ ପନ୍ତ, ଭାରତୀୟଙ୍କ ଭିତରେ ସର୍ବାଧିକ। 

 

Match points by Groundzerolive

  • Closest Test wins for India (by runs):
    13 v Aus, Mumbai WS, 2004
    28 v Eng, Kolkata, 1972-73
    31 v Aus, Adelaide, 2018
    37 v WI, Port of Spain, 2002
    49 v WI, Kingston, 2006
  • Virat Kohli is the first Indian captain to win Tests in Australia, England & South Africa.
    Rahul Dravid & MS Dhoni won Tests in England & South Africa but not in Australia.
  • Six wickets for Ashwin. His best match figures in Australia(Previous best: 5/209, MCG, 2014)
  • Player of the match Cheteswar Pujara is the only batsman to score 50+ in all of India’s three away wins in 2018:
    50 off 179, 1st inngs, Joburg
    72 off 208, 2nd inngs, Trent Bridge
    123 & 71, Adelaide
  • Virat Kohli’s record when he wins the toss:
    Tests: 20
    Won: 17
    Draw: 3
  • Most batsman out caught in a Test:
    35 SA v Aus, Cape Town, 2018
    34 Aus v Ind, Adelaide, 2018
    33 Aus v Ind, Perth, 1992
  • This is the second instance of India winning three Tests outside Asia in a calendar year after three wins in New Zealand in 1968.

 

Leave a Reply

Your email address will not be published. Required fields are marked *