ବିଜେଡି ଶାସନରେ ନାବାଳିକା ଓ ମହିଳା ସବୁଠୁ ଅଧିକ ନିର୍ଯ୍ୟାତିତା

ଭୁବନେଶ୍ୱର, 24 ଜୁଲାଇ(ଗ୍ରାଉଣ୍ଡଜିରୋ ଲାଇଭ): ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ମହିଳା ବିରୋଧୀ । ଏଠି ମହିଳାଙ୍କୁ ସୁରକ୍ଷା ନୁହେଁ ବରଂ…

ବିଜେପି ପକ୍ଷରୁ ନୂତନ ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ

ବାଲେଶ୍ୱର,୨୯/୦୬ (ଗ୍ରାଉଣ୍ଡ ଜିରୋ ଲାଇଭ): ବିଜେପିର ସଦସ୍ୟତା ଅଭିଯାନକୁ ଠିକ ଭାବେ କ୍ରିୟାନ୍ୱିତ କରିବା ପାଇଁ ସ୍ଥାନୀୟ ଭେନିୟା ପାରାଡ଼ାଇଜ କଲ୍ୟାଣ…

ବିଜେଡିକୁ ଫେରି ପାରନ୍ତି ଦାମ

ଭୁବନେଶ୍ୱର, ୦୭/୦୬(ଗ୍ରାଉଣ୍ଡଜିରୋଲାଇଭ୍): ବିଜେଡିକୁ ଫେରିପାରନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ । ଏକଥା ତାଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି…

EVMରେ ବିଜେପିର ଚିହ୍ନ ସହ ଦଳର ନାମ ଥିବା ଅଭିଯୋଗକୁ ଖାରଜ କଲେ EC

ନୂଆଦିଲ୍ଲୀ, 26/04(ଗ୍ରାଉଣ୍ଡଜିରୋ ଲାଇଭ): ଲୋକସଭା ନିର୍ବାଚନ ମଧ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ମାମଲା ପୁଣି ଥରେ ମୁଣ୍ଡଟେକିଛି । ଇଭିଏମରେ ବିଜେପିର…

ବିଜେଡି ଟାର୍ଗେଟରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ

ଭୁବନେଶ୍ୱର, 25/04(ଗ୍ରାଉଣ୍ଡଜିରୋ ଲାଇଭ) : କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ଟାର୍ଗେଟ୍ । ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ…

ଶପଥ ଉତ୍ସବ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ

ବାଲେଶ୍ୱର, ୨୪/୪(ଗ୍ରାଉଣ୍ଡଜିରୋ ଲାଇଭ):  ଆସନ୍ତା ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳ ଗୁଡିକ…

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର, 22/04(ଗ୍ରାଉଣ୍ଡଜିରୋ ଲାଇଭ) : ଆସନ୍ତା କାଲି ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରବିବାର ସନ୍ଧ୍ୟା ୬ଟାରେ ପ୍ରଚାର…

ନବୀନ ବାବୁ ପୋଡା ଟାନ୍ସଫର୍ମର, ଉପାଡି ଫୋପାଡି ଦେବା ଦରକାର : ଅମିତ ଶାହା

ଉମରକୋଟ, ୦୧/୦୪ (ଗ୍ରାଉଣ୍ଡ ଜିରୋ ଲାଇଭ): ୧୯ ବର୍ଷ ପରେ ବି ଓଡିଶାକୁ ଓଡିଆ କହିବା ମୁଖ୍ୟମନ୍ତ୍ରୀ ମିଳିଲାନି । ମୁଖ୍ୟମନ୍ତ୍ରୀ…

ଗାନ୍ଧୀନଗରରୁ ନାମାଙ୍କନ ଭରିଲେ ଅମିତ୍ ଶାହା

ବ୍ୟୁରୋ ରିପୋର୍ଟ, 30/03(ଗ୍ରାଉଣ୍ଡଜିରୋ ଲାଇଭ): ଗାନ୍ଧିନଗରରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରଥମଥର ପାଇଁ…

ଚା କପ୍ ରେ ମୋଦିଙ୍କ ପ୍ରଚାର କାର୍ଯ୍ୟକ୍ରମ, ରେଳବାଇକୁ ଇସିଙ୍କ ତାଗିଦ୍

30/03(ଗ୍ରାଉଣ୍ଡଜିରୋ ଲାଇଭ) :  ନିର୍ବାଚନ ଯେତେ ପାଖେଇ ଆସୁଛି ସମସ୍ତେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପରେ ଲାଗିପଡୁଛନ୍ତି । ଆଉ ତାହାରି…