ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କ ପରଲୋକ

ମୁମ୍ବାଇ,09 ଏପ୍ରିଲ :

ମୁମ୍ବାଇ ୯/୪: ଟିଭି ଶୋ ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କର କ୍ୟାନସରରେ ଆକ୍ରାନ୍ତ ଥିବା ଯୋଗୁଁ ଦେହାନ୍ତ ହୋଇଯାଇଛି। ଶ୍ୟାମ ସୁନ୍ଦରଙ୍କ ପରଲୋକରେ ଅରୁଣ ଗୋବିଲ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି। ରାମାୟଣର ସମସ୍ତ ଫ୍ୟାନ୍ସ ମଧ୍ୟ ଶ୍ୟାମ ସୁନ୍ଦରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାରକୁ ଏହି ଦୁଃଖ ସମୟରେ ଶକ୍ତି ଦେବାକୁ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *