ଧୁମ ମଚଉଛି “ରୁକ ରୁକ ରୁକ ଆରେ ବାବା ରୁକ”

ମୁମ୍ବାଇ, ୨୯/୦୯(ଗ୍ରାଉଣ୍ଡଜିରୋ ଲାଇଭ): ୧୯୯୪ ମସିହାରେ ରିଲିଜ ହୋଇଥିଲା ବଲିଉଡ ଫିଲ୍ମ “ବିଜୟ ପଥ” । ଫିଲ୍ମଟି ବକ୍ସ ଅଫିିସରେ ହିଟ ହୋଇଥିବା ବେଳେ ଏବାର ଗୀତଗୁଡିକ ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମର ଏଭରଗ୍ରୀନ ଗୀତଗୁଡିକ ମଧ୍ୟରୁ ରୁକ ରୁକ ରୁକ, ଆରେ ବାବା ରୁକ ନିକଟରେ କାଜୋଲଙ୍କ ଅଭିନିତ ଫିଲ୍ମ ‘ହେଲିକାପ୍ଟର ଇଲା’ ପାଇଁ କରାଯାଇଛି । ବିଜୟ ପଥରେ ଅଭିନୟ କରିଥିଲେ ଅଜୟ ଦେବଗନ ଓ ତବୁ । ଯାହାର ମ୍ୟୁଜିକ ଦେଇଥିଲେ ଅନୁ ମଲ୍ଲିକ । ଏହି ଗୀତରେ କଣ୍ଠଦାନ କରିଥିଲେ ଆଲିସା ଚିନ୍ନାଇ ଓ ଶ୍ୟାମ ଅନୁରାଗି ଏହାର ଲିରିକ୍ସ ଲେଖିଥିଲେ ।

Leave a Reply

Your email address will not be published. Required fields are marked *