‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‍

ମୁମ୍ବାଇ, ଡିସେମ୍ବର 24 (ଗ୍ରାଉଣ୍ଡ ଜିରୋ ଲାଇଭ):

ଆଜି ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି । ପୋଷ୍ଟରରେ ଶିଳ୍ପା ଶେଟ୍ଟୀ ଓ ପରେଶ ରାୱଲଙ୍କ ସହ ମୀଜାନ ଜାଫରୀ ଓ ପ୍ରନୀତା ସୁଭାଷଙ୍କୁ ଦେଖିବାକୁ ମିଳିଛି। ୨୦୦୩ରେ ମୁକ୍ତିଲାଭ କରିଥିବା କମେଡି ଚଳଚ୍ଚିତ୍ର ‘ହଙ୍ଗାମା’ର ଏହା ଦ୍ୱିତୀୟ ଭାଗ । ଏହା ୧୪ ଅଗଷ୍ଟ ୨୦୨୦ରେ ପରଦାକୁ ଆସିବ। ମିଳିଛି। ପ୍ରଥମ ଭାଗ ଭଳି ‘ହଙ୍ଗାମା-୨’ର ନିର୍ଦ୍ଦେଶନା ଭାର ମଧ୍ୟ ପ୍ରିୟଦର୍ଶନ ହିଁ ବହନ କରିଛନ୍ତି । ଏହି ପୋଷ୍ଟରକୁ ଅଭିନେତ୍ରୀ ଶିଳ୍ପା ସେଠୀ ନିଜ ଇନଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *