ବୀରତ୍ଵ ଦିବସରେ ସିଆରପିଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

ନିଉଦିଲ୍ଲୀ,09 ଏପ୍ରିଲ :

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୀରତ୍ଵ ଦିବସ ଅବସରରେ ସିଆରପିଏଫ ଯବାନଙ୍କୁ ଅଭିବାଦନ ଜଣାଇଛନ୍ତି ।

“ସିଆରପିଏଫ ସୈନିକଙ୍କ ସାହସ ସମସ୍ତଙ୍କୁ ଭଲଭାବେ ଜଣା । ଆଜି ସିଆରପିଏଫ ଯବାନଙ୍କ ବୀରତ୍ଵ ଦିବସରେ, ମୁଁ ସାହସୀ ଯବାନ ଏବଂ 1965ରେ ଗୁଜରାଟର ସର୍ଦ୍ଦାର ପଟେଲ ପୋଷ୍ଟଠାରେ ସିଆରପିଏଫ ଯବାନଙ୍କ ସାହସିକତାକୁ ସ୍ମରଣ କରୁଛି । ବୀର ସହିଦଙ୍କ ତ୍ୟାଗ କେବେହେଲେ ଭୁଲିହେବ ନାହିଁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *