ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗ୍ରସ୍ତ : ଉଦଘାଟନ କରିବେ ଝାରସୁଗୁଡା ବିମାନ ବନ୍ଦର

ଝାରସୁଗୁଡା, ୩୧/୦୮(ଗ୍ରାଉଣ୍ଡଜିରୋ ଲାଇଭ) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗ୍ରସ୍ତରେ ଆସୁଛନ୍ତି । ସେପ୍ଟେମ୍ବର ୨୨ରେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ କରିବେ ବୋଲି କେନ୍ଦମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି ।  ଦୀର୍ଘ ଦୁଇ ବର୍ଷ ଧରି କାର୍ଯ୍ୟରତ ଥିବା ଝାରସୁଗୁଡା ବିମାନ ବନ୍ଦର ଶେଷରେ ଉଦଘାଟନ ହେବାକୁ ଯାଉଛି । ଏହା ହେଉଛି ଓଡିଶାର ଦ୍ୱିତୀୟ ବିମାନ ବନ୍ଦର ।ବିମାନ ବନ୍ଦର ସହିତ ପ୍ରଧାନମନ୍ତ୍ରୀ ମୋଦି ସରଡ଼େଗା-ଝାରସୁଗୁଡ଼ା ରେଳପଥ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *