ଟ୍ୟାଙ୍କ୍ ଚଲାଇଲେ ମୋଦି

ସୁରଟ, ୧୯/୧(ଗ୍ରାଉଣ୍ଡଜିରୋ ଲାଇଭ):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ହଜିରା ଠାରେ L&T ଆର୍ମଡ ସିଷ୍ଟମସ୍ କମ୍ପ୍ଲେକ୍ସକୁ ଦେଶବାସୀଙ୍କ ଉଦ୍ଧେଶ୍ୟରେ ସମର୍ପିତ କରିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ପାଇଁ ପ୍ରସ୍ତୁତ ଟ୍ୟାଙ୍କରେ ମଧ୍ୟ ବସି ବୁଲି ଦେଖିଥିଲେ । କାର୍ଯ୍ୟକ୍ରମରେ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *