କମିଲା ପେଟ୍ରୋଲ ଡିଜେଲ ଦର

ଭୁବନେଶ୍ୱର,୨୪/୦୭(ଗ୍ରାଉଣ୍ଡଜିରୋ ଲାଇଭ) :
ଜି ପୁଣି ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇଛି । ଓଡିଶାରେ ପେଟ୍ରୋଲ ଦର ୭୫.୨୪ଟଙ୍କା ଥିବା ବେଳେ ଡିଜେଲ ଦର ୭୫.୨୮ ଟଙ୍କା ରହିଛି । ସେହିପରି ଦିଲ୍ଲୀ ଓ ମୁମ୍ବାଇରେ ଯଥାକ୍ରମେ ପେଟ୍ରୋଲ ଦର ୭୬.୨୩ଟଙ୍କା ଓ ୮୩.୬୮ଟଙ୍କା ରହିଥିବା ବେଳେ ଡିଜେଲ ଦର ୬୭.୭୯ଟଙ୍କା ଓ ୭୧.୯୭ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *