ମହାଗଠବନ୍ଧନରେ ସାମିଲ୍ ହେବନି ବିଜେଡି, ସ୍ପଷ୍ଟ କଲେ ନବୀନ

ଭୁବନେଶ୍ୱର,୦୯/୦୧(ଗ୍ରାଉଣ୍ଡଜିରୋ ଲାଇଭ):
ବିଜେପି-କଂଗ୍ରେସ ବିରୋଧରେ ମହାଗଠବନ୍ଧନ ଗଠନ ଉଦ୍ୟମକୁ ଲାଗିଛି ବଡ ଝଟକା । ମହାମେଂଟରେ ବିଜେଡି ସାମିଲ ହେବ ନାହିଁ କିମ୍ୱା ଆଗକୁ ରାଜ୍ୟମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ମହାମେଂଟରେ ବିଜେଡି ସାମିଲ ହେବ ନାହିଁ । କଂଗ୍ରେସ ଓ ବିଜେପିଠାରୁ ଦଳ ସମାନ ଦୂରତା ରକ୍ଷା କରିବ ।
ଚନ୍ଦ୍ରଶେଖର ରାଓ ମହାମେଂଟ ଗଠନ ନେଇ ଉଦ୍ୟମ ଆରମ୍ଭ କରିଥିଲେ । ନିକଟରେ ଭୁବନେଶ୍ୱର ଆସିଥିବା ବେଳେ ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ । ଏହାପରେ ବିଜେଡି, ଟିଆରଏସ ଓ ଅନ୍ୟ କିଛି ଆଂଚଳକି ଦଳକୁ ନେଇ ଗଠନ ହୋଇପାରେ ମହାମେଂଟ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଚନ୍ଦ୍ରଶେଖର ରାଓ ଏ ବାବଦରେ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ କୋଲାକାତା ଯାଇଥିଲେ । କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *