ବାପା ମା’ଙ୍କୁ ଦୁଃଖ ଦେଲେ ମିଳିବ ମୃତ୍ୟୁ ଦଣ୍ଡ

ପାଟନା, ୧୨/୦୬(ଗ୍ରାଉଣ୍ଡଜିରୋଲାଇଭ) :
ଏଥର ବାପା ମା’ଙ୍କୁ ଅସମ୍ମାନ କଲେ ମଳିବ କଠୋରରୁ କଠୋର ଦଣ୍ଡ । ଏଭଳି ଏକ ଆଇନ୍ ଆଣିବାକୁ ଯାଉଛନ୍ତି ବିହାର ସରକାର ନୀତିଶ କୁମାର । ବାପା ମା’ଙ୍କର ଠିକ୍ ସେ ଯତ୍ନ ନ ନେଲେ କି ତାଙ୍କୁ ଦୁଃଖ ଦେଲାଭଳି କାର୍ଯ୍ୟକଲେ ମୃତ୍ୟୁ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ ବୋଲି କହିଛନ୍ତି ନୀତିଶ । ଏ ସପଂର୍କିତ ପ୍ରସ୍ତାବ ନେଇ କ୍ୟାବିନେଟରେ  ପାରିତ ହୋଇଛି । ଏ ପ୍ରସ୍ତାବରେ ଏହା ମଧ୍ୟ ଲେଖାଅଛି କି କେବଳ ପୂଅ ନୁହେଁ ଝିଅ ଜଦି ଏପରି କରେ ତାଙ୍କୁ ମଧ୍ୟ ଦଣ୍ଡରେ ଦଣ୍ଡିତ କରାଯିବ । ।

Leave a Reply

Your email address will not be published. Required fields are marked *