ବ୍ରୋଞ୍ଜ ପଦକ ବିଜେତା ଅମିତ ଓ ବୀରେନ୍ଦ୍ରଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୩/୦୯(ଗ୍ରାଉଣ୍ଡଜିରୋ ଲାଇଭ) :

ଣ୍ଡୋନେସିଆର ଜାର୍କତାରେ ଖେଳା ଯାଇଥିବା ଏସିଆନ ଗେମ୍ସରେ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳକୁ  ମୁଖ୍ୟମନ୍ତ୍ରୀ ୫୦ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ପୁରୁଷ ହକି ଦଳରେ ଥିବା ୨ଜଣ ଓଡିଆ ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରିବା ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *