ହାଇଦ୍ରାବାଦକୁ ୧୫ ରନ୍‌ରେ ହରାଇଲା ପଞ୍ଜାବ

ମୋହାଲି,୨୦/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଆଜି ମୋହାଲିରେ ଖେଳାଯାଇଥିବା ମ୍ୟାଚ୍‌ରେ ପଞ୍ଜାବ ୧୫ ରନ୍‌ରେ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି । ପଞ୍ଜାମ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଥିଲା। ୧୯୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଥିଲା। ଆଜି ମ୍ୟାଚ୍‌ରେ ଗେଲ୍‌ ୬୩ଟା ବଲ ଖେଳି ୧୦୪ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ।

Leave a Reply

Your email address will not be published. Required fields are marked *