ସୋସିଅାଲ ମିଡିଅାରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ବର, ୧୫/୮(ଗ୍ରାଉଣ୍ଡଜିରୋ ଲାଇଭ):

ଦେଶବାସୀଙ୍କୁ ୭୨ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ । ସୋସିଅାଲ ମିଡିଅାରେ ଶୁଭେଚ୍ଛା  ବାର୍ତ୍ତା । ସ୍ୱାଧୀନତା ଦିବସର ପବିତ୍ର ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ମୈତ୍ରୀ ଓ ଏକତାର ପଥରେ ଆଗକୁ ବଢିବା ପାଇଁ ଅାହ୍ବାନ ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *