ଅକ୍ସରାଙ୍କ ଇସାରାରେ ଘାଇଲା ହେଲେ ଦର୍ଶକ

ନୂଆଦିଲ୍ଲୀ, ୧୫/୦୯(ଗ୍ରାଉଣ୍ଡଜିରୋ ଲାଇଭ) :
ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂହ ନିଜ ଅଭିନୟ, ଡ୍ୟାନ୍ସିଂ ଏବଂ ସିଗିଂରେ ଅନେକ ପ୍ରସିଦ୍ଧ ଅଟନ୍ତି । ସେ ଅନେକ ଭୋଜପୁରୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । କିଛି ଦିନ ହେବ ସୋସିଆଲ ମିଡିଆରେ ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଲଗାତାର ଭିଡିଓ, ଫଟୋ ପୋଷ୍ଟ କରିବାରେ ଲାଗିଛନ୍ତି । ନିକଟରେ ସେ ତାଙ୍କର ସମସ୍ତ ବନ୍ଧୁଙ୍କୁ ଡେଡିକେଟ୍ କରି ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *