ରାଜ୍ୟର ଆଉ ୨ଟି ସ୍ଥାନରେ ଆରମ୍ଭ ହେଲା କୋଭିଡ-୧୯ ନମୁନା ପରୀକ୍ଷା

ଭୁବନେଶ୍ବର, 14 ଏପ୍ରିଲ:

ରାଜ୍ୟର ଆଉ ୨ଟି ସ୍ଥାନରେ କୋଭିଡ-୧୯ ନମୁନା ପରୀକ୍ଷା ଆରମ୍ଭ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରାଉରକେଲାସ୍ଥିତ ଆଇଜିଏଚ ଓ ଭୁବନେଶ୍ୱରସ୍ଥିତ ଇଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସସେସରେ ଏହି କୋଭିଡ-୧୯ ନମୁନା ପରୀକ୍ଷା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *