କମେଡି ଆକ୍ଟର ଶକ୍ତି କାପୁରଙ୍କ ବାର୍ଥଡେ

ମୁମ୍ବାଇ, ୦୩/୦୯ (ଗ୍ରାଉଣ୍ଡଜିରୋ ଲାଇଭ):
ଜି ବଲିଉଡ କଳାକାର ଶକ୍ତି କାପୁରଙ୍କର ବାର୍ଥଡେ । ସେ ଦିଲ୍ଲୀରେ ୧୯୫୨ ମସିହା ସେପ୍ଟେମ୍ବର ୩ରେ ଜନ୍ମ ଗ୍ରହଣ କରିଥିଲେ । ଶକ୍ତି ହେଉଛନ୍ତି ଭାରତୀୟ ହିନ୍ଦୀ ଫିଲ୍ମ ଜଗତର ନାମିଦାମି କଳାକାର । ତାଙ୍କ ଫିଲ୍ମ ଜୀବନି ମଧ୍ୟରେ ସେ ୭୦୦ରୁ ଉର୍ଦ୍ଦ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଭିଲିଆନ ଓ କମିକ ଭଉୟ ରୋଲ ଲୋକେ ଏବେ ମଧ୍ୟ ଭୁଲିପାରି ନାହାନ୍ତି ।
୧୯୮୦ ରୁ ୧୯୯୦ ମଧ୍ୟରେ ସେ କାଦର ଖାନଙ୍କ ସହ ୧୦୦ଟି ସିନେମା କରିଛନ୍ତି । ସେ ବିଗବସ ସିଜିନ ୫ରେ ପ୍ରତିଯୋଗି ଭାବେ ଯୋଗ ଦେଇଥିଲେ । କୁରବାନି, ହିମତୱାଲା, ହିରୋ, ରାଜା ବାବୁ ଓ ରକି ଏଭଳି ଅନେକ ହିଟ ଫିଲ୍ମ ଶକ୍ତି କାପୁର କରିଛନ୍ତି ।

Leave a Reply

Your email address will not be published. Required fields are marked *