ବଲାଙ୍ଗିରରେ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, ୩୧/୦୮(ଗ୍ରାଉଣ୍ଡଜିରୋ ଲାଇଭ) :

ଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରରେ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କରିଛନ୍ତି । ମେଡିକାଲ କଲେଜ ଓ ହସ୍ପିଟାଲକୁ ଭୀମଭୋଇଙ୍କ ନାମରେ ନାମିତ କରାଯାଇଛି । ଏହି କଲେଜରେ ଚଳିତ ବର୍ଷରୁ ପାଠପଢା ଆରମ୍ଭ ହେଉଥିବା ବେଳେ, ଏଥିରେ ୧୦୦ଟି ଏମବିବିଏସ ସିଟ୍ ରହିଛି ।ଉଦଘାଟନ ଉବତ୍ସରେ କେନ୍ଦ୍ରମନ୍ତ୍ରୀ ଜେପି ରେଡ୍ଡି, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥଲେ । ଏହା ସହିତ ଆସନ୍ତା ୩ତାରିଖରେ ବାଲେଶ୍ୱର ଠାରେ ଫକୀର ମୋହନ କଲେଜ ଓ ହସ୍ପିଟାଲର ଉଦଘାଟନ କରାଯିବ ।

Leave a Reply

Your email address will not be published. Required fields are marked *