ଗୋଟିଏ ଲୋକସଭା, ୯ ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ୦୧/୦୪ (ଗ୍ରାଉଣ୍ଡ ଜିରୋ ଲାଇଭ):

 ବିଜୁ ଜନତା ଦଳ ଆଜି ଆଉ ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ କଟକ ଲୋକସଭା ପାଇଁ ବର୍ତ୍ତମାନର ସାଂସଦ ଭର୍ତ୍ତୁହରି ମହତାବଙ୍କୁ ପ୍ରାର୍ଥୀ କରିଛି। 

ଚିଲିକା- ପ୍ରଶାନ୍ତ ଜଗଦେବ

ଜୟଦେବ- ଅରବିନ୍ଦ ଢାଲି

ବେଗୁନିଆ- ରାଜେନ୍ଦ୍ର କୁମାର ସାହୁ

ଖୋର୍ଦ୍ଧା- ଜ୍ୟୋତିନ୍ଦ୍ରନାଥ ମିତ୍ର

ଦେବଗଡ଼- ରୋମାଞ୍ଚ ରଞ୍ଜନ ବିଶ୍ଵାଳ

ବସ୍ତା- ନିତ୍ୟାନନ୍ଦ ସାହୁ

ରାଇରଙ୍ଗପୁର- ବସନ୍ତ ମାରାଣ୍ଡି

ମୋରଡା- ରାଜକିଶୋର ଦାସ

ବରି- ସୁନନ୍ଦା ଦାସ

Leave a Reply

Your email address will not be published. Required fields are marked *