ଭୁବନେଶ୍ୱରକୁ ମିଳିବ ୫୦ଟି ଇଲେକ୍ଟ୍ରି ବସ୍

ଭୁବନେଶ୍ୱର, 08 ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):
ଭୁବନେଶ୍ୱରକୁ ମିଳିବ ୫୦ଟି ଇଲେକ୍ଟ୍ରି ବସ୍ । ଏହା ଦ୍ୱାରା ରାଜଧାନୀ ପ୍ରଦୃଷଣ ମୁକ୍ତ ହୋଇପାରିବ । କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯିବ। ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ରସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୬୪ ସହର ମଧ୍ୟରେ ଭୁବନେଶ୍ୱର ରହିଛି । କେନ୍ଦ୍ର ସରକାରଙ୍କ ଫେମ୍ ଇଣ୍ଡିଆ ଯୋଜନାରେ ଏହି ବସ୍ ମିଳିବ। ମହାରାଷ୍ଟ୍ରକୁ ୭୨୫, ଗୁଜରାଟକୁ ୫୫୦ଓ ଆନ୍ଧ୍ରକୁ ୩୦୦ଟି ବସ୍ ମିଳିବ ।

Leave a Reply

Your email address will not be published. Required fields are marked *