ଛକା ବର୍ଷା କରି ପିନ୍ଧିଲେ ଅରେଞ୍ଜ କ୍ୟାପ୍

ଚେନ୍ନାଇ, ୧୦/୦୪: ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଆନ୍ଦ୍ରେ ରସେଲଙ୍କ କମାଲ୍ । ୩୬ ବଲରେ ୮୮ ରନ ସଂଗ୍ରହ କରି ପିନ୍ଧିଲେ ଆଇପିଏଲ ନାରଙ୍ଗୀ ଟୋପି (ଅରେଞ୍ଜ କ୍ୟାପ) । ୧୧ଟି ଛକା ଓ ଗୋଟିଏ ଚୌକା ଜରିଆରେ ୮୮ ରନ କରିଥିଲେ ରସେଲ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୦୩ ରନ କରି ନାରଙ୍ଗୀ ଟୋପି ପିନ୍ଧିଲେ ଆନ୍ଦ୍ରେ ରସେଲ । ଟସ ହାରି ପ୍ରଥରେ ବ୍ୟାଟିଂ କରୁଥିବା କୋଲକତା ନାଇଟ ରାଇଡର୍ସ ୨୦ ଓଭରରେ ୬ ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା । ଚେନ୍ନାଇ ସୁପର କିଂଗ୍ସ ଆଗରେ ୨୦୩ ରନର ବିଜୟ ଲକ୍ଷ୍ୟ ରଖିଥିଲା କେକେଆର ।

Leave a Reply

Your email address will not be published. Required fields are marked *