ରଜ ପରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଡ

ଭୁବନେଶ୍ୱର, ୧୨/୦୬(ଗ୍ରାଉଣ୍ଡଜିରୋଲାଇଭ) :
ରଜ ପରେ ବହାରିବ +୨ ରେଜଲ୍ଡ । ଜୁନ୍ ୧୭ କିମ୍ବା ୧୮ରରେ ପ୍ରକାଶ ପାଇବ କଳା ଓ ବାଣିଜ୍ୟ ଫଳ । ଏନେଇ ସୂଚନା ଦେଇଛନ୍ତି ଗଶଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ଜୁନ୍ ୩ରେ ପ୍ରକାଶ ପାଇଥିଲା ବିଜ୍ଞାନ ରେଜଲ୍ଡ । ୯ଟି କଲେଜରେ ପାରକ୍ଷା ଫଳ ଶୂନ ରହିଥିବା ବେଳେ ୨୯ଟି କଲେଜରେ ରେଜଲ୍ଡ ଭଲ ହୋଇଥିଲା । ବିଜ୍ଞାନ ବିଭାଗରେ ୯୯ହଜାର ୧୮ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୦ ହଜାର ୭୦୬ଜଣ ପାସ୍ କରିଛନ୍ତି । ଯାହାକି ଗତବର୍ଷ ତୁଳନାରେ ପାସ୍ ହାର କମ୍ ରହିଛି ।

Leave a Reply

Your email address will not be published. Required fields are marked *