ପିକନିକ୍ ନେଲା ୩୨ ଜୀବନ

ମୁମ୍ବାଇ ,୨୮/୦୭(ଗ୍ରାଉଣ୍ଡଜିରୋ ଲାଇଭ) : ଶନିବାର ସକାଳେ  ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହାବଳେଶ୍ଵରରେ ଏକ ବସ ୫୦୦ଫୁଟ୍ ତଳକୁ ଖସିଯିବା ଫଳରେ  ୩୨ ଜଣଙ୍କର ମୃତ୍ୟୁ ଘଟିଛି ।  ବସଟି ୪୦ ଜଣକୁ ନେଇ ପିକନିକ୍ ପାଇଁ ଯାଉଥିଲା। ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ପୋଲାଦପୁରରୁ ପ୍ରାୟ ୨୨ କିମି ଦୂର ଦାଭିବ ହାବ ନିକଟରେ ବସଟି ଦୁର୍ଘଟଣା ହୋଇଛି । ବସ ଡ୍ରାଇଭର ଜଣକ ଗାଡିଉପରେ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣାଟି ଘଟିଥିଲା । ଘଟଣା ସ୍ଥଳରେ ଏନଡିଆରଏଫ ଟିମ୍  ପହଂଚି ସମସ୍ତ ମୃତ ହେହକୁ ଉଦ୍ଧାର କରୁଛି  ।

Leave a Reply

Your email address will not be published. Required fields are marked *