ରାଜ୍ୟସଭାକୁ ନିର୍ବାଚିତ ହେଲେ ୩ ପ୍ରାର୍ଥୀ

ଭୁବନେଶ୍ୱର, ୨୮/୦୬(ଗ୍ରାଉଣ୍ଡଜିରୋଲାଇଭ):
ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ୩ ପ୍ରାର୍ଥୀ । ବିଜେଡିର ୨ଜଣ ହୋଇଥିବା ବେଳେ ବିଜେପିରୁ ଜଣେ । ବିଜେଡିରୁ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ହୋଇଥିବା ବେଳେ ବିଜେପିରୁ ବିଜେଡି ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ଏହି ତିନୋଟି ଆସନ ପାଇଁ ୩ଟି ପ୍ରାର୍ଥୀ ରହିବାରୁ ସେମାନଙ୍କୁ ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ।

Leave a Reply

Your email address will not be published. Required fields are marked *