୨୦୨୪ ସୁଦ୍ଧା କଳିଙ୍ଗ ନଗରରେ ବାୟୁ ପ୍ରଦୂଷଣ ୩୦ ପ୍ରତିଶତ ହ୍ରାସ ପାଇବ

କଳିଙ୍ଗନଗର (୦୩/୦୩)- ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ଯାଜପୁର କଳିଙ୍ଗନଗର ଅନ୍ୟତମ। ନିକଟରେ…