ଓଡିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ଦାସଙ୍କର ଜୟନ୍ତୀ ଏବଂ ଶ୍ରାଦ୍ଧଦିବସକୁ ପାଳନ କରନ୍ତୁ ରାଜ୍ୟସରକାର

ଭୁବନେଶ୍ୱର,ତା୦୬/୧୧: ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ତଥା ସ୍ୱାଧୀନତା ସଂଗ୍ରାମୀ ମୁକୁନ୍ଦ ପ୍ରସାଦ ଦାସଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି ।…