ମୋଦିଙ୍କ ସୁରକ୍ଷା ପାଇଁ କୁର୍ତ୍ତା-ପାଇଜାମା ପିନ୍ଧିଲେ ୨୦୦ ଜବାନ

ନୂଆଦିଲ୍ଲୀ,୧୫/୦୯(ଗ୍ରାଉଣ୍ଡଜିରୋ ଲାଇଭ):
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କାଲି ସୈଫି ମସଜିଦ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଦାଉଦୀ ବୋହରା ସମୁଦାୟାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା । ଏହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ଜବାନମାନଙ୍କୁ କେହି ସନ୍ଦେହ ନ କରିବେ ବୋଲି ୨୦୦ ଜଣ ଜବାନ ନିଜର ବର୍ଦି ବଦଳରେ କୁର୍ତ୍ତା-ପାଇଜାମା ପରିଧାନ କରିଥିଲେ । କାରଣ ଏମିତି କରବା ଦ୍ୱାରା ସେମାନଙ୍କୁ ଅନ୍ୟ ଲୋକମାନଙ୍କ ଭଳି ଲାଗିବେ ଏବଂ ସବୁକିଛିକୁ ଭଲରେ ଅନୁଧ୍ୟାନ କରିପାରିବେ । କୁର୍ତ୍ତା-ପାଇଜାମା ପିନ୍ଧିଥିଲେ ମଧ୍ୟ ସେମାନଙ୍କର ବାହୁରେ ପୁଲିସ ଲେକାହୋଇଥିଲା ।

Leave a Reply

Your email address will not be published. Required fields are marked *