ଆମେରିକା ଫ୍ଲୋରିଡାରେ ସ୍କୁଲରେ ଗୁଳିମାଡ଼, ୧୭ ମୃତ

ଫ୍ଲୋରିଡା, ୧୫/o୨(ଗ୍ରାଉଣ୍ଡଜିରୋ ଲାଇଭ): ଆମେରିକାର ଫ୍ଲୋରିଡାରେ ଏକ ସ୍କୁଲରେ ଗୁଳିମାଡ଼ । ଗୁଳିମାଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗୁଳି ଚଳାଇଥିବା ୧୯ ବର୍ଷୀୟ ନିକୋଲିସ କ୍ରୁଜକୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଧା ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *